ଢେଙ୍କାନାଳ ଜିଲ୍ଲା ସୌଦାମିନୀ ସ୍ମୃତି ଲୋଡ଼ାଲ ବିଦ୍ୟାପୀଠ ପରିସର ରୁ ଦୁଇ ଟି ଢମଣା ସାପ ଉଦ୍ଧାର

ଢେଙ୍କାନାଳ ଜିଲ୍ଲା ସୌଦାମିନୀ ସ୍ମୃତି ଲୋଡ଼ାଲ ବିଦ୍ୟାପୀଠ ପରିସର ରୁ ଦୁଇ ଟି ଢମଣା ସାପ ଉଦ୍ଧାର କରାଗଲା। ସାପ କୁ ଦେଖି ସ୍କୁଲ କର୍ତୁ ପକ୍ଷ ଓ ବିଦ୍ୟାର୍ଥି ମାନେ ଭୟ ଭିତ ହୋଇଯାଇଥିଲେ। ସାଙ୍ଗେ ସାଙ୍ଗେ ସର୍ପ ଉଦ୍ଧାର କରି ସଦସ୍ୟ ସୂର୍ଯ୍ୟକାନ୍ତ ଙ୍କୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳ ରେ ସୂର୍ଯ୍ୟକାନ୍ତ ପହଂଚିଥିଲେ। କୌଶଳ କ୍ରମେ ଦୁଇ ଟି ସାପ କୁ ଉଦ୍ଧାର କରି ବନ୍ୟ ବିଭାଗ ଦ୍ଵାରା ମେଘା ସଂରକ୍ଷଣ ରେ ଛାଡ଼ି ଦେଇଥିଲେ ।

Recent Post

Live Cricket Update