କେଡିଆ ବ୍ରଦର୍ସ୍ ଉଦଘାଟିତ

କେଡିଆ ବ୍ରଦର୍ସ୍ ଉଦଘାଟିତ

ଢେଙ୍କାନାଳ ମହାବୀର ବଜାର ଠାରେ କେଡିଆ ବ୍ରଦର୍ସ୍ ଉଦଘାଟିତ ହୋଇଯାଇଛି। ଏହା କୁ ଉଦଘାଟନ କରିଥିଲେ ପ୍ରେମ କେଡିଆ। ଦିପକ କେଡିଆ, ବିଟୁ କେଡିଆ । ଏଠାରେ ବିଭିନ୍ନ ଲୁଗା, ଠାକୁର ପୂଜା ଲୁଗା, ଧୋତି, ପ୍ୟାଣ୍ଟ୍ ସାର୍ଟ କପଡା ଠାକୁର ଙ୍କ ଘାଗେରା ବସ୍ତ୍ର, ଅସ୍ତ୍ରକନା ଓ ବିଭିନ୍ନ ବ୍ରାଣ୍ଡ ଲୁଗା ବିକ୍ରି କରାଯାଉଛି।

Recent Post

Live Cricket Update