ମଧ୍ୟପ୍ରଦେଶରେ ଦୁର୍ଘଟଣା ଯୋଗୁଁ ୬ ମୃତ

ମଧ୍ୟପ୍ରଦେଶରେ ଦୁର୍ଘଟଣା ଯୋଗୁଁ ୬ ମୃତ

ମଧ୍ୟପ୍ରଦେଶ ସାଗର ଜିଲ୍ଲାରେ ସଡ଼କ ଦୁର୍ଘଟଣା, ୬ ମୃତ ହୋଇଥିବା ସୂଚନା। ସାନୋଧା ଥାନା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। କାର୍‌କୁ ଧକ୍କା ଦେଲା ଟ୍ରକ୍‌ । ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଡ୍ରାଇଭର ଚିହ୍ନଟ, ଖୋଜୁଛି ପୋଲିସ।

Recent Post

Live Cricket Update