କେନ୍ଦ୍ର ସରକାରଙ୍କ UCC ଆଇନ୍ ବିରୁଦ୍ଧରେ ଆଦିବାସୀ ସମୁଦାୟ ପକ୍ଷରୁ ଧାରଣା

କେନ୍ଦ୍ର ସରକାରଙ୍କ UCC ଆଇନ୍ ବିରୁଦ୍ଧରେ ଆଦିବାସୀ ସମୁଦାୟ ପକ୍ଷରୁ ଧାରଣା।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡବିଲ ପୌରାଞ୍ଚଳ ତଥା ବଡବିଲ ଥାନା ଅନ୍ତର୍ଗତ ବଡ଼ବିଲ ତହସିଲ୍ କାର୍ଯ୍ୟାଳୟ ମୂଖ୍ୟ ଫାଟକ ସମ୍ମୁଖରେ ଆଦିବାସୀ ସମୁଦାୟ ପକ୍ଷରୁ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଆଦିବାସୀ ସମୁଦାୟ ର ଶତାଧିକ ପୁରୁଷ ଓ ମହିଳା ଙ୍କୁ ନେଇ ଧାରଣା ପ୍ରଦର୍ଶନ କରାଯାଇଥିବା ଦେଖିବାକୁ ମିଳିଥିଲା। କେନ୍ଦ୍ର ସରକାରଙ୍କ ପକ୍ଷରୁ ଯେଉଁ UCC ଆଇନ୍ ଆଦିବାସୀ ଙ୍କ ଉପରେ ଲଗାଯାଉଛି ତାକୁ ଏହି ଆଦିବାସୀ ସମୁଦାୟ ଘୋର ବିରୋଧ କରିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଜ୍ଞାପନପତ୍ର ବଡ଼ବିଲ ତହସିଲଦାର ଙ୍କୁ ପ୍ରଦାନ୍ କରିଛନ୍ତି। ସରକାର ସେମାନଙ୍କ କଥା ନସୁଣିଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରାଯିବ ସହ ଭାରତ ବନ୍ଦର ଡାକରା ଦିଆଯିବ ବୋଲି ସୂଚନା ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ।

Recent Post

Live Cricket Update

You May Like This