ଜୁଲାଇ ୨୩ରେ ବନ୍ୟାଜଳ ଛାଡ଼ିବ ହୀରାକୁଦ

ଜୁଲାଇ ୨୩ରେ ବନ୍ୟାଜଳ ଛାଡ଼ିବ ହୀରାକୁଦ

ସକାଳ ୯ଟାରେ ହୀରାକୁଦରୁ ପ୍ରଥମ ବନ୍ୟାଜଳ ଛଡ଼ାଯିବ।
ମହାନଦୀ ଓ ଶାଖାଗୁଡ଼ିକରେ ବୃଦ୍ଧି ପାଇବ ଜଳସ୍ତର।
ନଦୀକୁ ପ୍ରବେଶ ଉପରେ ସତର୍କ ସୂଚନା ଜାରି।
ହୀରାକୁଦ ବନ୍ଧର ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ସୂଚନା।

Recent Post

Live Cricket Update