ଥାନାଧିକାରୀଣୀଙ୍କୁ ନିର୍ବିବାଦୀୟ କରିବା ପ୍ରଚେଷ୍ଟାରେ ଜନସାଧାରଣ।

ଥାନାଧିକାରୀଣୀଙ୍କୁ ନିର୍ବିବାଦୀୟ କରିବା ପ୍ରଚେଷ୍ଟାରେ ଜନସାଧାରଣ।
———
“ମନୁଷ୍ୟ ସେବା ” କୁ ନିଜର ଶ୍ରେଷ୍ଠ କର୍ତ୍ତବ୍ୟ ବୋଲି ସ୍ଥିର ନିଶ୍ଚିତ କରି ଓଡ଼ିଶା ପୋଲିସ୍ ବିଭାଗରେ ଯୋଗ ଦେଇଥିଲେ ବର୍ତ୍ତମାନର ବିବାଦୀୟ ତଥା ଏକ ମିଥ୍ୟା ଅଭିଯୋଗ ରେ ବଦଳି ହୋଇଥିବା କେନ୍ଦ୍ରାପଡ଼ା ଜିଲ୍ଲା ର ଡେରାବିଶ ଥାନା ଅଧିକାରୀଣୀ ଶ୍ରୀମତୀ ଜ୍ୟୋତିର୍ମୟୀ ସେଠୀ। ନିଜର ଚାକିରି ଜୀବନରେ ବହୁ ଘାତ ପ୍ରତିଘାତ ମଧ୍ୟରେ ବହୁ ଅଞ୍ଚଳରେ ଉପଯୁକ୍ତ ସମ୍ମାନ ପାଇଥିବା ବେଳେ କୋୖଣସି ଦୋଷ ତ୍ରୁଟି ନ ଥାଇ ମିଥ୍ୟାରୋପ ରେ ବଦନାମ ରୂପକ‌ ଉପହାର ତାଙ୍କୁ‌ ବହୁ କଷ୍ଟ ଦେଇଛି ବୋଲି ବହୁ ମନଦୁଃଖ ରେ ଶ୍ରୀମତୀ ସେଠୀ ପ୍ରକାଶ କରିବା ସହ ଜଣେ ମହିଳା ତଥା ଜଣେ ପୋଲିସ ଅଧୂକାରୀଣୀ ଥୂବା ତାଙ୍କ ଭଳି ଅନ୍ୟ କାହାକୁ ଏମିତି ଅପବାଦ ରେ ନ‌ ଛନ୍ଦନ୍ତୁ ବୋଲି ସାମାଜିକ ଗଣମାଧ୍ୟମ ମାଧ୍ୟମରେ ଜନସାଧାରଣଙ୍କୁ ଅନୁରୋଧ କରିଥିବା ତଥା ସତ୍ୟତା ନ ଥୂବା ମାମଲାରେ ଜଣେ ମହିଳାଙ୍କୁ ଛନ୍ଦି ବଦନାମ କରିବା କେତେ ଦୂର ଯଥାର୍ଥ ତାହା ହିଁ ବିଚାର କରନ୍ତୁ ବୋଲି ମତ ଦେଇଛନ୍ତି।
ବ୍ୟୁରୋ ରିପୋର୍ଟ୍ ଦେବାଶିଷ ମିଶ୍ର

Recent Post

Live Cricket Update