କଟକ କୁ ଫେରିଛି ସର୍କସ
ଦୀର୍ଘ 5 ବର୍ଷ ପରେ ସହରକୁ ଫେରିଛି
ଏନ୍, କେ, ROLEX ସର୍କସ ,
ଆସନ୍ତା 28 ତାରିଖରେ ପ୍ରଥମ
ସୋ ଆରମ୍ଭ ହେବ
ଏକ ମାସ ଧରି ଚାଲିବ ଏହି ସର୍କସ , 29 ତାରିଖରୁ 3 ଟି ସୋ ଚାଲିବ, ଯାହାର ପ୍ରଥମ
ସୋ ଦିନ 1 ଟl ସମୟରୁ 4 ଟl ରୁ 7 ଟ l ତଥା ଶେଷ
ସୋ 7 ଟାରୁ 9,30 ଯାଏ ଚାଲିବ। ଟିକେଟର ଦର
100 ଟଙ୍କା, 150 ଟଙ୍କା ,200 ଟଙ୍କା ରଖାଯାଇଛି। ଏହି
ରୁଷିୟ ରିଙ୍ଗ ଡାନ୍ସ ସହ 30 ରୁ ଅନେକ ପ୍ରକାରର ଖେଳ
ଗ୍ଲୋବ ଭିତରେ ମଟରସାଇକଲ ଖେଳ ମଧ୍ୟ ରହିଛି, ପୂର୍ବରୁ
ସର୍କସ ରେ ପଶୁ ପକ୍ଷୀ କୁ ନେଇ ବିଭିନ୍ନ ସୋ ହୋଉଥିଲା, କିନ୍ତୁ ସରକାର ଏହା ଉପରେ କଟକଣା ଲାଗିବାରୁ ଏବେ
ଏହାକୁ ବାଦ ଦେଇ ଅନେକ ଗୁଡିଏ ନୂଆ ଖେଳ ସାମିଲ କରାଯାଇଛି। ଏହି ସର୍କସ ନିଶ୍ଚୟ ମନୋରଞ୍ଜନ କରିବ
ବୋଲି ସର୍କସ ର ମ୍ୟାନେଜର ହାପି ଭାଇ କହିଛନ୍ତି।