ବିରୂପା ନଦୀରୁ ଅଜଣା ଯୁବକଙ୍କ ମୃତ ଦେହ ଉଦ୍ଧାର

ବିରୂପା ନଦୀରୁ ଅଜଣା ଯୁବକଙ୍କ ମୃତ ଦେହ ଉଦ୍ଧାର ।

କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ବିରୂପା ନଦୀ ରେ ଏକ ଅଜଣା ଯୁବକଙ୍କ ମୃତ ଦେହ ପାଣିରେ ଭାଷୁଥିବା ଦେଖାଯାଇଛି l ଏହି ମୃତ ଦେହ ପାଣିରେ ଭାଷୁଥିବା ଦେଖି ସ୍ଥାନୀୟ ଲୋକେ ଜଗତପୁର ଥାନା କୁ ଖବର ଦେଇଥିଲେ l ଜଗତପୁର ପୋଲିସ ଘଟଣା ସ୍ଥଳରେ ପହଂଚି ଗଳିତ ମୃତ ଦେହ କୁ ଦେଖି ଚୌଦ୍ୱାର ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ l ଦୀର୍ଘ ଦେଢ଼ ଘଣ୍ଟା ରୁ ଉର୍ଦ୍ଧ ପରିଶ୍ରମ ପରେ ମୃତ ଦେହ କୁ କୂଳ କୁ ଆଣି ଶବ ବ୍ୟବଛେଦ ପାଇଁ କଟକ ବଡ଼ ମେଡିକାଲ କୁ ପଠାଯାଇଛି l ଜଗତପୁର ପୋଲିସ ଘଟଣା ର ତଦନ୍ତ ଚଳାଇଛି l

ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୁଜ ।

Recent Post

Live Cricket Update