Search
Close this search box.

ଟିଙ୍ଗିପଦର ପ୍ରଧାନୀ ପଡ଼ା ର ରାସ୍ତା ଦୁର୍ଦସା

ଟିଙ୍ଗିପଦର ପ୍ରଧାନୀ ପଡ଼ା ର ରାସ୍ତା ଦୁର୍ଦସା

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚପରିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଟିଙ୍ଗିପଦର ଗ୍ରାମର ମାତ୍ର 4 ଟି ରାସ୍ତା ଦେଇ ଗମନା ଗମନ କରନ୍ତି କିନ୍ତୁ ଆଜିକୁ ପ୍ରାୟ ଭାରତ ସ୍ୱାଧୀନ ହୋଇ 75ବର୍ଷ ପୂର୍ଣ୍ଣ ହୋଇ ମଧ୍ୟ କାଦୁଅ ରାସ୍ତାରେ ସ୍କୁଲ ଛାତ୍ର ଛାତ୍ରୀ ଯିବା ଆସିବାର ଦୃଶ୍ୟ ଦେଖିବାକୁ ମିଳିଛି! ଗ୍ରାମ ବାସି ଅନେକ ଥର ହାରି ଗୁହାରି କଲେମଧ୍ୟ ପ୍ରଶାସନ ର ଦୃଷ୍ଟି ଗୋଚର ପଡୁନାହିଁ ଏହି ଗ୍ରାମର ଜନସାଧାରଣ ସରକାରଙ୍କର କଣ ଅସୁବିଧା କରିଥିଲେ ଯେ ଗୁହାରି ଶୁଣୁ ନାହାନ୍ତି ଗୋଲାମୁଣ୍ଡା ଜିଲ୍ଲା ମହାଶୟ ଆସି ଦେଖନ୍ତୁ କିଭଳି ରାସ୍ତାର ଅବସ୍ଥା ଅଛି ଓ ଛାତ୍ର ଛାତ୍ରୀ କୁନି କୁନି ପ୍ରଥମ ରୁ ପଞ୍ଚମ ଶ୍ରେଣୀ ର ପିଳାମାନେ ପଢିଯାଉଛନ୍ତି ତାର ଅବସ୍ଥା କହିଲେ ନ ସରେ ଗ୍ରାମର ୱାର୍ଡ ମେମ୍ବର, ସମିତି ସଭ୍ୟ, ସରପଞ୍ଚ ଙ୍କ ଅପାରଗତା ଯୋଗୁ ଏମିତି କାଦୁଅ ରାସ୍ତା ରେ ଜନସାଧାରଣ କୁନି ଛାତ୍ର ଛାତ୍ରୀ ଯିବା ଆସିବା ରେ ଅସୁବିଧା ଭୋଗୁଛନ୍ତି ସରପଞ୍ଚ, ୱାର୍ଡ ମେମ୍ବର, ସମିତି ସଭ୍ୟ ରାଜନେତା ମାନେ ନିର୍ବାଚନି ରାସ୍ତା ହାରରେ ବିଜ୍ଞପ୍ତି ଜାରି କରିଥାନ୍ତି କି ନିର୍ବାଚନ ଉନ୍ନତି କରିବାପାଇଁ କିନ୍ତୁ ତାଙ୍କ ଇସ୍ତାହାର ପ୍ରଚାର କରିଥିବା ତାଙ୍କ ସର୍ବାଙ୍ଗୀନ ଉନ୍ନତି କୁଆଡେ ଗଲା 3/4 ଲକ୍ଷ ଟଙ୍କା ମଦ, ମାଂସ, ଖାଇଥିବା ଓ ଲୋକଙ୍କୁ ଖୁଆଇ ଥିବା ଟଙ୍କା କିଭଳି ଲୁଟ କରି ଅସୁଲ କରିବି ସେମାନେ ସବୁବେଳେ ସେ ଚିନ୍ତାରେ ଥାଆନ୍ତି କଣ ଲୋକଙ୍କର ଉନ୍ନତି କରିବେ ତାଙ୍କର ବ୍ୟବସାୟ କରିଚାଲିଛନ୍ତି ତାହାକୁ ପ୍ରଶାସନ ମଧ୍ୟ ତାଙ୍କ ମାୟା ଜାଲ ରେ ପଡି ଜନସାଧାରଣଙ୍କର ସୁବିଧା ଅସୁବିଧା ବୁଝିବାକୁ କିଏ ରହିବ ତାର କରୁଣ ଦୃଶ୍ୟ ଆଜି ଦେଖିବାକୁ ମିଳୁଛି ଟିଙ୍ଗିପଦର ପ୍ରଧାନୀ ପଡ଼ା N. P. S ସ୍କୁଲ ଯିବା ରାସ୍ତା,ଝିଙ୍କିପଡ଼ା ରାସ୍ତା, ଝାଙ୍କର ପଡ଼ା ଯିବା ରାସ୍ତା ତାର ମୁକ ସାକ୍ଷୀ ଭାବରେ ଦ ଣ୍ଡା ୟ ମାନ ହୋଇ ରହିଛି ଏହାର ତଦନ୍ତ କରି ରାସ୍ତାର ମରାମତି କରିବା ପାଇଁ ଜନସାଧାରଣ ଙ୍କ ଦାବିହେଉଛି

ଧର୍ମଗଡ ଉପଖଣ୍ଡ ପ୍ରତିନିଧି କପୁରଚନ ସେଠିଆ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Recent Post

Live Cricket Update

You May Like This

× How can I help you?