ହରିଶୟନ ଏକାଦଶୀ ନିତି ପାଳିତ

ହରିଶୟନ ଏକାଦଶୀ ନିତି ପାଳିତ

ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ଶ୍ରୀ ଶ୍ରୀ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ହରିଶୟନ ଏକାଦଶୀ ନିତି ପାଳିତ ହୋଇଯାଇଛି। ପ୍ରାତଃ ରୁ ମଙ୍ଗଳ ଆଳତି, ମହାସ୍ନାନ,ବସ୍ତ୍ର ବିଭିନ୍ନ ଫୁଲହାର,ତୁଳସୀ ହାର ଲାଗି କରାଯାଇଥିଲା ‌। ବଲ୍ଲଭ ଭୋଗ, ୧୦ ସମୟରେ ଖେଚେଡ଼ି ଭୋଗ, ମଧ୍ୟାହ୍ନ ଅର୍ନଧୂପ, ସନ୍ଧ୍ୟା ରେ ଆଳତି, ଏକାଦଶୀ ବେଢ଼ା, ରାତ୍ର ଧୂପ, ପରେପରେ ମହାଦୀପ ଉଠିବା ସହ ହରିଶୟନ ଏକାଦଶୀ ନିତି ପାଳିତ। ପୂଜକ ମଳୟ କର ପୂଜକ ମନସୁମନ ମିଶ୍ର ପାଳିଆସେବକ ସମ୍ଭୁନାଥ ମହାପାତ୍ର ପାଳିଆ ସେବକ ବ୍ରଜମୋହନ ମହାପାତ୍ର କାହାଳିଆ ଟିକନ ବେହେରା ଓ ଜୀମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତ ରେ ଏହି ହରିଶୟନ ଏକାଦଶୀ ନିତି ପାଳିତ ହୋଇଯାଇଛି।

Recent Post

Live Cricket Update

You May Like This