*କେନ୍ଦ୍ରାପଡ଼ା ଜିଲ୍ଲା ଟ୍ରାଫିକ ବ୍ୟବସ୍ଥା ଯୋଗୁଁ ଛାତ୍ର ଛାତ୍ରୀ ଙ୍କ ଜୀବନ ବିପଦ ପାଇଁ ଦାୟୀ କିଏ*
ହଁ ଦର୍ଶକ ବନ୍ଧୁ
ଏହା ହେଉଛି କେନ୍ଦ୍ରାପଡ଼ା ସହର ର *ଟାଉନ୍ ଥାନା* ନିକଟ ର ଦୃଶ୍ୟ
ଏହି ରାସ୍ତା କଡ଼ରେ ରହିଛି ଦୁଇ ଦୁଇ ଟି school
ଏହି ସ୍ଥାନରେ *ଟ୍ରାଫିକ ବ୍ୟବସ୍ଥା* ଯୋଗୁଁ ଅନେକ ସାଧାରଣ ଲୋକେ ଓ School ଛାତ୍ର ଛାତ୍ରୀ ଅଧିକାଂଶ ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି କିନ୍ତୁ
*ଜିଲ୍ଲା ପ୍ରଶାସନ* ପକ୍ଷରୁ ହେଉ କିମ୍ବା *ଟ୍ରାଫିକ ବ୍ୟବସ୍ଥା* ତରଫରୁ କୌଣଷି ପ୍ରକାର ର ଦୃଷ୍ଟି ଆକର୍ଷଣ ବିଲକୁଲ୍ ହେଉନାହିଁ
ଯାହା ଫଳରେ ସହରର ବୁଦ୍ଧି ଜିବୀ ଗଣ ଟ୍ରାଫିକ ସମସ୍ୟା କୁ ନେଇ ଅସନ୍ତୋଷ ହୋଇ ଆସୁଛନ୍ତି
ଏବେ ରହିଲା ଦେଖିବାକୁ ଟ୍ରାଫିକ ବ୍ୟବସ୍ଥା କେବେ ସୁଧୁରିବ ଓ କୁନି କୁନି ଛାତ୍ର ଛାତ୍ରୀ ଙ୍କ ଜୀବନ ବିପଦ ମୁକ୍ତ କେବେ ହେବ ?
*କେନ୍ଦ୍ରାପଡ଼ା ରୁ ସରୋଜ କୁମାର ସାହୁ ଙ୍କ ସହିତ*
ଜାଗ୍ରତ ଭାରତ ନ୍ୟୁଜ୍