ଢେଙ୍କାନାଳ ରେ ବର୍ଷା ଲାଗି ରହିଛି।।
ଢେଙ୍କାନାଳରେ ପ୍ରବଳ ବର୍ଷା।ଜନଜୀବନ ଅସ୍ତବ୍ୟସ୍ତ। ଲୋକମାନେ ଛତା ଓ ରେନିକୋର୍ଟ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ଲଘୁଚାପ ବର୍ଷା କମିବାର ନା ଧରୁନି।ଜନଜୀବନ ପ୍ରଭାବିତ ହୋଇଛି।ଗାଡି ମଟର,ଦୋକାନ ବଜ଼ାର ଚଳାଚଳ ରେ ବାଧାପ୍ରାପ୍ତ ଘଟିଛି। ଢେଙ୍କାନାଳ ସହର ରାସ୍ତାଘାଟ ଜନଶୂନ୍ୟ।ଢେଙ୍କାନାଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି