ଜାତୀୟ ଭୂମି ସମ୍ମାନ-୨୦୨୩ ପୁରସ୍କାର ପାଇଥିବା ଜିଲ୍ଲା ମାନଙ୍କୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ

ଜମିଜମା ରେକର୍ଡ କମ୍ପ୍ୟୁଟରୀକରଣ କ୍ଷେତ୍ରରେ ଓଡିଶା ଶ୍ରେଷ୍ଠ ରାଜ୍ୟ ଅଟେ। ଜାତୀୟ ଭୂମି ସମ୍ମାନ-୨୦୨୩ ପୁରସ୍କାର ପାଇଥିବା ଦେଶର ୬୮ଟି ଜିଲ୍ଲା ମଧ୍ଯରୁ ଓଡିଶାର ୧୯ଟି ଜିଲ୍ଲା ଅନ୍ତର୍ଭୁକ୍ତ। ଏହି ଜିଲ୍ଲାଗୁଡ଼ିକୁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିବେ। ୧୦ ଅଗଷ୍ଟ, ୨୦୨୩ | ସନ୍ଧ୍ୟା ୫.୩୦

Recent Post

Live Cricket Update