ରକ୍ତବୀରଙ୍କ ଏକାଦଶାହ କାର୍ଯ୍ୟପାଇଁ ଭରସା ପରିବାର ତରଫରୁ ଆର୍ଥିକ ସହାୟତା
କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଖଡିକାପଦା ପଞ୍ଚାୟତ ଖଡିକାପଦା ତଳସାହି ଗ୍ରାମର •✓ତ୍ରିନାଥ ମହାନ୍ତ () ସଡ଼କ ଦୁର୍ଘଟଣାରେ ଅକାଳ ରେ ମୃତ୍ୟୁ ବରଣ କରିଥିଲେ, ହେଲେ ସେ ଜଣେ ରକ୍ତବୀର ଥିଲେ ତାଙ୍କ ଦଶାହ କାର୍ଯ୍ୟ ପାଇଁ ଭରସା ପରିବାର ସ୍ୱେଚ୍ଛାସେବୀ ସଙ୍ଗଠନର ସଭାପତି ଲମ୍ବୋଦର ମହାନ୍ତଙ୍କ ବାର୍ତ୍ତା ରକ୍ଷା କରି ଗୁରୁବାର ସଙ୍ଗଠନର ଉପସଭାପତି ସୌମ୍ୟରଞ୍ଜନ ବେହେରା, ସାହାରପଡା ବ୍ଲକ ସଭାପତି ଓମ୍ ପ୍ରକାଶ ମହାନ୍ତ, ଉପସଭାପତି ମନୋଜ କୁମାର ମହାନ୍ତ, ସାଧାରଣ ସମ୍ପାଦକ ଅଶୋକ କୁମାର ମହାନ୍ତ, ସଭାନେତ୍ରୀ ମାଳତୀ ମହାନ୍ତ,ଉପସଭାନେତ୍ରୀ ରଞ୍ଜୁ ମହାନ୍ତ, ପାଟଣା ବ୍ଲକ ସଭାପତି ଭରତ ଚନ୍ଦ୍ର ମହାନ୍ତ, ଲୋକସମ୍ପର୍କ ଅଧିକାରୀ ରଜନୀକାନ୍ତ ବେହେରା, ମମତାମୟୀ ପାତ୍ର, ଅନୁସୁୟା ବେହେରା, ରାଜକିଶୋର ବାରିକ, ଅକ୍ଷୟ ମହାନ୍ତପ୍ରମୁଖ ପହଞ୍ଚି ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଦଶାହ କାର୍ଯ୍ୟ ପାଇଁ ନୂତନ ବସ୍ତ୍ର ଦେଇ ଆଥିକ ସହାୟତା କରିଛନ୍ତି । ସେପଟେ ତାଙ୍କର ଏକ ୩ ବର୍ଷର ଛୁଆ ଥିବାରୁ ତାଙ୍କ ସ୍ତ୍ରୀ ଅତ୍ୟନ୍ତ ଭାଙ୍ଗି ପଡିଥିବା ସଙ୍ଗଠନର ସଭାପତି ଲମ୍ବୋଦର ମହାନ୍ତ କହିଛନ୍ତି
କେନ୍ଦୁଝର ରୁ ରତି ରଞ୍ଜନ ଓ ପ୍ରଶାନ୍ତ ପ୍ରଦାନ୍ ଶହ ପାଟଣା ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍