ଆଗକୁ ପାର୍ବଣ ଋତୁ ଆସୁଛି । ମୂର୍ତ୍ତି କାରିଗର ମୂର୍ତ୍ତି ଗଢାରେ ବ୍ୟସ୍ତ

ଆଗକୁ ପାର୍ବଣ ଋତୁ ଆସୁଛି । ମୂର୍ତ୍ତି କାରିଗର ମୂର୍ତ୍ତି ଗଢା ରେ ବ୍ୟସ୍ତ

ଢେଙ୍କାନାଳ ମିନା ବଜାର ସ୍ଥିତ କୁମ୍ଭୀର ସାହିର ପ୍ରଶନ୍ନ କୁମାର ରାଉଳ ଓ ଅନନ୍ତ ନାୟକ ଗଣେଷଙ୍କ ମୂର୍ତ୍ତି ଗଢା କାର୍ଯ୍ୟରେ ବ୍ୟସ୍ତ। ଏହି କାରିଗରମାନେ ବିଭିନ୍ନ ପ୍ରକାରର ମୂର୍ତ୍ତି ଗଢିଥାନ୍ତି।ଯଥା ଖୁଦୁରୁକୁଣୀ ମୂର୍ତ୍ତି, ଗଣେଷ ମୂର୍ତ୍ତି , ବିଶ୍ଵକର୍ମା ମୂର୍ତ୍ତି, ଲକ୍ଷ୍ମୀ ପୂଜା ମୂର୍ତ୍ତି ଓ ବିଭିନ୍ନ ପୂଜା ପର୍ବରେ ମୂର୍ତ୍ତି ଗଢିଥାନ୍ତି। ୨୦୦ ଟଙ୍କା ରୁ ଆରମ୍ଭ କରି ୬୦୦୦ ଟଙ୍କା ପର୍ଯ୍ୟନ୍ତ ଗଶେଷ ମୂର୍ତ୍ତି ଏହିଠାରେ ଉପଲବ୍ଧ। ଆଗକୁ ଖୁଦୁରୁକୁଣୀ ଓ ଗଣେଷ ପୂଜା ଆସୁଥିବା ରୁ ମୂର୍ତ୍ତି କାରିଗରମାନେ ମୂର୍ତ୍ତି ଗଢା ପାଇଁ ବ୍ୟସ୍ତ ଥିବା ବେଳେ ଭଲ ଦୁଇପଇସା ରୋଜଗାର ହେବା ଆଶା ରଖିଛନ୍ତି।

Recent Post

Live Cricket Update

You May Like This