ଓଡ଼ିଶା ହାଇକୋର୍ଟର ବିଚାରପତି ଲାଗି ୨ ଜଣଙ୍କ ନାଁ ସୁପାରିସ। ଆଡଭୋକେଟ ଶିବଶଙ୍କର ମିଶ୍ରଙ୍କ ନାଁ ସୁପାରିସ୍। ଜୁଡିସିଆଲ ଅଫିସର ଆନନ୍ଦଚନ୍ଦ୍ର ବେହେରାଙ୍କ ନାଁ ସୁପାରିସ୍। ସୁପ୍ରିମକୋର୍ଟର କଲେଜିଅମ୍ ୨ ଜଣଙ୍କ ନାଁ ସୁପାରିସ କରିଛନ୍ତି।
WhatsApp us