ଜ଼ିଲ୍ଲା ଫଟୋ, ଭିଡିଓ ଗ୍ରାଫିକ ଟେଡ଼ର୍ସ ଆସୋଶେସନ ପକ୍ଷରୁ ବିଶ୍ୱ ଫଟୋ ଗ୍ରାଫି ଦିବସ ପାଳିତ

ଜ଼ିଲ୍ଲା ଫଟୋ, ଭିଡିଓ ଗ୍ରାଫିକ ଟେଡ଼ର୍ସ ଆସୋଶେସନ ପକ୍ଷରୁ ବିଶ୍ୱ ଫଟୋ ଗ୍ରାଫି ଦିବସ ପାଳିତ

ଜଗତସିଂହପୁର
ତା 19/8/23
ଜଗତସିଂହପୁର ଜ଼ିଲ୍ଲା ଫଟୋ, ଭିଡିଓ ଗ୍ରାଫିକ ଟେଡ଼ର୍ସ ଆସୋସିଏସନ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ସପ୍ତାହ ପାଳନ ଅବସରରେ ଜଗତସିଂହପୁର ଗୋପାଳସାଗର ସ୍ତିତ ମାର୍କଣ୍ଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ,| ସଂମ୍ମାନିତ ଅତିଥି ଭାବେ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନା ଯୋଗଦେଇ ମନ୍ଦିର ପରିସରରେ ବୃକ୍ଷ ରୋପଣ କରି ଜ଼ିଲ୍ଲା ଫଟୋ, ଭିଡିଓ ଗ୍ରାଫି ଟେଡ଼ର୍ସ ଆସୋସିଏସନ ର ମହତ କାର୍ଯ୍ୟକୁ ଭୁଇୟସୀ ପ୍ରଶଂସା କରି ଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ଆସୋସିଏସନ ର ସମ୍ପାଦକ ଶୁଭଙ୍କର ଜେନା | ସାଂଘଠନିକ ସମ୍ପାଦକ ବାସୁଦେବ ସ୍ୱାଇଁ | କୋଷାଧକ୍ଷ ଲାଲ ସଂଗ୍ରାମ କେଶରୀ ରାୟ | ସହ ସମ୍ପାଦକ ପ୍ରଦୀପ୍ତ ପ୍ରଧାନ ଓ କୁଶଲ କୁମାର ସିଂହା | କାର୍ଯ୍ୟକାରୀ ସଦସ୍ୟ ବିଷ୍ଣୁ ଚରଣ ରାୟ | ରୁପେଶବାରିକ | ବାସୁଦେବ ବେହେରା | ଇଶ୍ୱର କୁମାର ଦାସ ପ୍ରମୁଖ କାର୍ଯ୍ୟକ୍ରମକୁ ସୁ ପରିଚାଳନା କରିଥିଲେ | ଶେଷରେ ସମସ୍ତ ଅତିଥି ଓ ଫୋଟୋଗ୍ରାଫର ମାନଙ୍କୁ ଅଜିତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ,|
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update