ସରପଞଙ୍କ ମାତୃବିୟୋଗ

ସରପଞଙ୍କ ମାତୃବିୟୋଗ

ବିଷୟ ____ ଆଳି ବ୍ଳକ ଅନ୍ତର୍ଗତ ଯଶିପୁର ପଞାୟତର ସରପଞ୍ଚ ତଥା ସମାଜସେବୀ ପରୋପକାରୀ ପ୍ରଦ୍ୟୋତ ମହାନ୍ତିଙ୍କ ମାତା ତଥା ଦୁଇ ଥର ନାଏବ ସରପଞ ଥିବା କେଶବ ଚରଣ ମହାନ୍ତିଙ୍କ ପତ୍ନୀ କେଶାମଣି ମହାନ୍ତି (୮୧) ଙ୍କ ପରଲୋକ ହୋଇଯାଇଛି।ସେ ଏକାଧାରରେ ସମାଜସେବୀ ସେହ୍ନି ଲୋକ ପରୋପକାରୀ ଶାନ୍ତ ସ୍ବାଭାପର ଭାବେ ସାରା ଜିଲ୍ଲାରେ ପରିଚିତ ଥିଲେ।ସେ ସମସ୍ତଙ୍କର ପ୍ରିୟ ପାତ୍ର ଥିଲେ। ତାଙ୍କ ପରଲୋକରେ ସାରା ପଞାୟତରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ବଡ଼ ପୁଅ କ୍ଷିରୋଦ,ସାନ ପୁଅ ସରପଞ ପ୍ରଦ୍ୟୋତ,ଦୁଇ ଝିଅ ରେଣୁକା,ସବିତା ପ୍ରମୁଖ ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ ଆଳି ନାଗରିକ ମଞର ସଭାପତି ଧନେଶ୍ୱର ରାଉତ,ଆଳି ଇତିହାସର ରଚୟିତା ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ମହେଶ୍ୱର ନନ୍ଦ, ଶିକ୍ଷାବିତ ସମାଜସେବୀ ନରହରି ପାତ୍ର ସହଦେବ ସିଂହ, ଉଦ୍ୟାନବିତ ଧରଣୀଧର ପାତ୍ର, ଇଞ୍ଜିନିୟର ନିଳାଦ୍ରୀ ଭୁଷଣ ମହାପାତ୍ର,ଦଶରଥ ମଲ୍ଲିକ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

ଆଳିରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Recent Post

Live Cricket Update