ଦେଶରେ ୫୧ ହଜାର ଜଣଙ୍କୁ ମିଳିଲା ନିଯୁକ୍ତି ପତ୍ର

ଦେଶରେ ୫୧ ହଜାର ଜଣଙ୍କୁ ମିଳିଲା ନିଯୁକ୍ତିପତ୍ର

ରୋଜଗାର ମେଳା ମାଧ୍ୟମରେ ପ୍ରାୟ ୫୧ ହଜାର ଜଣଙ୍କୁ ମିଳିଲା #ନିଯୁକ୍ତିପତ୍ର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ ବୈଠକରେ ଉପସ୍ଥିତି ରହି ଦେଇଛନ୍ତି ନିଯୁକ୍ତିପତ୍ର । ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସେସ ବା CAPFରେ ସମସ୍ତଙ୍କୁ ନିଯୁକ୍ତିପତ୍ର ଦିଆଯାଇଛି ।

Recent Post

Live Cricket Update