ଲାଞ୍ଜିଗଡ ପି.ଇ.ଡବ୍ଲୁ.ମେଡ଼ିଆ ଆସୋସିଏସନ ପକ୍ଷରୁ ଲାଞ୍ଜିଗଡ଼ ନୂତନ ଥାନା ଅଧିକାରୀଣିଙ୍କୁ ସ୍ୱାଗତ,
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ଼ ଥାନାରେ ଯୋଗ ଦେଇଥିବା ନୂତନ ଥାନା ଅଧିକାରୀଣିଙ୍କୁ ଲାଞ୍ଜିଗଡ ପି.ଇ.ଡବ୍ଲୁ.ମେଡ଼ିଆ ଆସୋସିଏସନ ପକ୍ଷରୁ ଥାନା ଅଧିକାରୀଣୀଙ୍କୁ ସ୍ୱାଗତ କରାଯାଇଛି I ଲାଞ୍ଜିଗଡ ପି.ଇ.ଡବ୍ଲୁ.ମିଡ଼ିଆ ଆସୋସିଏସେନ ସଭାପତି ନିଲେସ କୁମାର ଯାଦବଙ୍କ ଅଧ୍ୟକ୍ଷତାରେ ସମ୍ପାଦକ ଗୋପାଳ ମହାନନ୍ଦ ,ଉପସଭାପତି ଅଜିତ କୁମାର ମାଝୀ,କୋଷାଧ୍ୟକ୍ଷ, ଉପଦେଷ୍ଟା ବି ତ୍ରିପତି ପାତ୍ର,ବରିଷ୍ଠ ସଭ୍ୟ ସନ୍ତୋଷ କୁମାର ତୂଳ ପ୍ରମୁଖ ନୂତନ ଥାନା ଅଧିକାରୀଣୀଙ୍କୁ ସାକ୍ଷାତକରି ପୁଷ୍ପଗୁଚ୍ଛ ଏଵଂ ଉପଢୌକନ ପ୍ରଦାନ କରି ସ୍ୱାଗତ କରିଥିଲେ I ଲାଞ୍ଜିଗଡ ବ୍ଲକର ଶାନ୍ତି ଶୃଙ୍ଖଳା ରକ୍ଷା ଦିଗରେ ଲାଞ୍ଜିଗଡ ପି.ଇ.ଡବ୍ଲୁ.ମିଡ଼ିଆ ଆସୋସିଏସେନ ପକ୍ଷରୁ କର୍ମକର୍ତ୍ତା ମାନେ ଥାନା ଅଧିକାରୀଣୀଙ୍କ ସହ ଆଲୋଚନା କରିଥିଳେ I ପ୍ରକାଶ ଥାଉକି ରାୟଗଡା ଜିଲ୍ଲା ଚାଣ୍ଡିଲିଥାନାରୁ ବଦଳି ହୋଇ ଆସିଥିବା ବେଳେ ଏଠାରେ ପୂର୍ବରୁ କାର୍ଯ୍ୟରତ ଥାନା ଅଧିକାରୀଙ୍କର ରାୟଗଡା ଜିଲ୍ଳାକୁ ବଦଳି ହୋଇଯାଇଛି I କଳାହାଣ୍ଡିରୁ ବି ତ୍ରିପତି ପାତ୍ର ଜାଗ୍ରତ ଭାରତ ନିଉଜ।
ଲାଞ୍ଜିଗଡ ରୁ ସୁଶାନ୍ତ ମାଝୀ ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା,