Search
Close this search box.

ନୂଆପଡା ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ

ନୂଆପଡ଼ା – ଦିନିକିଆ ନୂଆପଡା ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ । ଏହି ଗସ୍ତକାଳରେ ସେ ସୁନାବେଡ଼ା ଅଭୟାରଣ୍ୟର ବିଭିନ୍ନ ମାଓ ଅଞ୍ଚଳର ସମୀକ୍ଷା କରିବା ସହ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଆଇନ ଶୃଙ୍ଖଳା ଉପରେ ଆଲୋଚନା କରିଛନ୍ତି । ଡିଜିପିଙ୍କ ସହିତ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଚରଣ ସିଂ ମୀନା, CRPF ଡିଆଇଜି ଏବଂ ଗୁଇନ୍ଦା ବିଭାଗର ଏଡିଜି ସଞ୍ଜୀବ ପଣ୍ଡା, ନୂଆପଡ଼ା ଏସପି ରାଘବେନ୍ଦ୍ର ଗୁଣ୍ଡାଲା ରେଡ୍ଡୀ ମଧ୍ୟ ସାମିଲ ହୋଇଥିଲେ ।

Recent Post

Live Cricket Update

You May Like This

× How can I help you?