ଦଳି ଦେଲା ହାତୀ – ଜଣେ ମହିଳା ମୃତ

ଦଳି ଦେଲା ହାତୀ – ଜଣେ ମହିଳା ମୃତ

ଦମ୍ପତିଙ୍କୁ ଦଳି ଦେଲା ହାତୀ। ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ ଘଟିଥିବାବେଳେ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି। ଘଟଣା ଘଟିଛି ଅନୁଗୋଳ ବନଖଣ୍ଡ ବନ୍ତଳା ବନାଞ୍ଚଳ ତଳଗଡ଼ ଗାଁରେ। ମୃତ ମହିଳା ଜଣଙ୍କ ହେଲେ ସୁଲୋଚନା ବିଶ୍ୱାଳ। ସ୍ୱାମୀ ଛବିନ୍ଦ୍ର ବିଶ୍ୱାଳଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ ସ୍ବାମୀ ସ୍ତ୍ରୀ ବଗିଚାରେ କାମ କରୁଥିବା ବେଳେ ଏହି ଘଟଣାର ଶିକାର ହୋଇଛନ୍ତି।

Recent Post

Live Cricket Update

You May Like This