ଆଜି ଅଲେଖ ମହିମା ଧର୍ମବଲମ୍ବି ମାନଙ୍କର ନବର୍ଣ ଓ ରାଖୀ ବନ୍ଧନ.
ଜାଗ୍ରତ ଭାରତ ନିୟୁଜ ସତ୍ୟ ତାର ଷଧାନ ଓନିର ପେକ୍ଷ ଭାବରେ ପ୍ରଚାର କରିଥାଏ.ତା 30.8.2023. ବୁଧବାର ଭାଦ୍ର ବ ମାସ. ଶୁକ୍ଳ ପକ୍ଷ ଗଙ୍ଗା ପୁର୍ଣିମା ଦିନ ଭଗବାନ ବଲ ଭଦ୍ର ଜନ୍ମ ହୋଇ ଥିଲେ
ଏହିଦିନ ରେ ଭାଇକୁ. ରକ୍ଷା କବଜ ଭାବରେ ଦୀର୍ଘ ୟୁ କାମନା କରି. ଭଉଣୀ ସୁଭଦ୍ରା. ବଲ ଭଦ୍ର ଙ୍କୁ ରାଖୀ ବାନ୍ଧି ଥିଲେ.
ଏହା କୁଲକ୍ଷ କରି ସରାଭାରତ ବର୍ଷ ରପାଳନ କରି ଆସୁ ଛନ୍ତି.
ମହିମା ଧର୍ମ ବଲମ୍ବି ମାନେ ନବାର୍ଣ ଭକ୍ଷ ଣ କରିଥାନ୍ତି. ତାହା ଆଜି ଦେଖି ବାକୁ ମିଳିଛି କଳାହାଣ୍ଡି ଜିଲ୍ଲା. ଗୋଲାମୁଣ୍ଡା ବ୍ଲକ. ଚପରିଆ ଗ୍ରାମ ପଞ୍ଚାଉତ. ଟିଙ୍ଗିପଦର ଗ୍ରାମରେ ଭକ୍ତ ମାନେ ବହୁ ଦୂର ଦୁରନ୍ତରୁ ଆସି ଏକତ୍ରିତ ହୋଇଥିଲେ. ମହିମା ଧର୍ମ ଗୁରୁ ଭକ୍ତ ଦାମୋଦର ସେଠିଆ. ବିଜୟ ସେଠିଆ. ପରୀକ୍ଷୀ ତ ସେଠିଆ. ଭୁବନେଶ୍ୱର ସୁନାନୀ.. ରାଜିନ୍ଦ୍ର ମଳିକ. ପିଣ୍ଡ ଜାଲ. କୃଷ୍ଣ ସେନାପତି. ଡମ୍ୱରୁ ସୁନାନୀ. ଶତ୍ରୁ ଘନ ସୁନାନୀ. ଦିନବାଗ. ଖାପ ନାଏକ. ଗୋପୀ. ସୁବାସ.ପ୍ରଭୁତି ଶତାଧିକ ଭକ୍ତ ମାନେ ଉଜାଘର
ରହି ପ୍ରଭୂ ଙ୍କ ନାମ ଭଜନ କରି ନବାର୍ଣ ସେବନ କରିଥାନ୍ତି ଏଠାରେ ଦେଖି ବାକୁ ମିଳିଥିଲା ଅତି ପୁରା ତନ ଖଜନୀ ତାହା ଏକ ଗୋଲା କାର କାଠ ରେ ତିଆରି ହୋଇ ଗୋଇ ଛଳରେ ନିର୍ମିତ ହୋଇଥାଏ ଏହା ଏକ ବିରବାଦ୍ୟ ଭାବରେ ବଜାଇ ବାରେବେଶ ଶାୟତ ହୋଇଥାଏ
ଧର୍ମ ଗଡ଼ ଉପଖଣ୍ଡ ପ୍ରତନିଧି କପୁର ଚନ ସେଠିଆ ଙ୍କ ରିପୋଟ ଜାଗ୍ରତ ଭାରତ ନିୟୁଜ