ରାଜନଗରରେ ଫୁଣି ଟାଣିନେଲା କୁମ୍ଭୀର

ରାଜନଗରରେ ଫୁଣି ଟାଣିନେଲା କୁମ୍ଭୀର।

ବ୍ରାହ୍ମଣୀ ନଦୀ କୂଳରେ ମଇଁଷି ଚରାଉଥିବା ବେଳେ ରାଜପୁର ଗାଁର ଭାସ୍କର ରାଉତଙ୍କୁ ଟାଣି ନେଲା କୁମ୍ଭୀର।
ପୂର୍ବରୁ 2 ମାସ ମଧ୍ୟରେ 4 ଜଣଙ୍କୁ ଟାଣି ନେଇଛି କୁମ୍ଭୀର।
ଗ୍ରାମବାସୀଙ୍କ ଦ୍ୱାରା ଖୋଜା ଖୋଜି ଜାରୀ।

Recent Post

Live Cricket Update

You May Like This