ନାଲକୋ ସ୍ପୋନସାଡ ଆଇ ଟି ଆଇ ଏଲ୍ ଏ ପି ୧୯୮ କ୍ଷତିଗ୍ରସ୍ତ ପ୍ରଜାସଂଘ ତାଳଚେର ଅନୁଗୋଳ ପକ୍ଷରୁ ସ୍ଥାୟୀ ନିଯୁକ୍ତି ଦାବିରେ ଅର୍ଥନୈତିକ ଅବରୋଧ

ନାଲକୋ ସ୍ପୋନସାଡ ଆଇ ଟି ଆଇ ଏଲ୍ ଏ ପି ୧୯୮ କ୍ଷତିଗ୍ରସ୍ତ ପ୍ରଜାସଂଘ ତାଳଚେର ଅନୁଗୋଳ ପକ୍ଷରୁ ସ୍ଥାୟୀ ନିଯୁକ୍ତି ଦାବିରେ ଅର୍ଥନୈତିକ ଅବରୋଧ

ନାଲକୋ/ଅନୁଗୋଳ- ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନାଲକୋ କାରଖାନା ସି ପି ପି କାରଖାନା ସମ୍ମୁଖରେ ଆଜି ନାଲକୋ ସ୍ପୋନସାଡ ଆଇ ଟି ଆଇ ଏଲ୍ ଏ ପି ୧୯୮ କ୍ଷତିଗ୍ରସ୍ତ ପ୍ରଜାସଂଘ ତାଳଚେର ଅନୁଗୋଳ ପକ୍ଷରୁ ସ୍ଥାୟୀ ନିଯୁକ୍ତି ଦାବିରେ ଅର୍ଥନୈତିକ ଅବରୋଧ ହୋଇଛି। ଆଜି ପ୍ରାତଃ ସମୟରେ କ୍ଷତିଗ୍ରସ୍ତ ପ୍ରଜା ମାନେ ଏହି ଅବରୋଧ ଜାରି ରଖିଛନ୍ତି। ଦୀର୍ଘ ଦିନ ଧରି ସ୍ଥାୟୀ ନିଯୁକ୍ତି ଦାବିରେ ଏହି ଆନ୍ଦୋଳନ ଜାରି ରଖିଥିବା ବେଳେ ନାଲକୋ କର୍ତ୍ତୃପକ୍ଷ କୌଣସି ପ୍ରକାର ସହଯୋଗ ପ୍ରଦାନ କରୁ ନ ଥିବା ସୂଚନା ମିଳିଛି।

Recent Post

Live Cricket Update