ମଲ୍ଲିପଶି ଠାରୁ କୁମୁଳାବାହାଳି ପର୍ଯ୍ୟନ୍ତ କଂକ୍ରିଟ ନିର୍ମାଣ ନିମନ୍ତେ ଦାବୀ
କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ପଲାଣିଘାଟି ପଞ୍ଚାୟତକୁମୁଳାବାହାଳି ବୁରୁସାହି ରାଜାଭାଡି ରାସ୍ତା ଖାଲ ଢିପ କାଦୁଅ ପଚ୍ ଫଚ୍ ହୋଇ ରହିଛି ରାସ୍ତାର ଅବସ୍ଥା ଏପରି ପାଦରେ ଚାଲିବା ମଧ୍ୟ ବହୁତ କଷ୍ଟ ହେଉଛି ହେଇ ଗାଁରେ ଏଠାରେ ମାତ୍ର ଗୋଟିଏ ନଳକୂପ ବିଗତ 15 ବର୍ଷ ତଳେ ନିର୍ମାଣ ହୋଇଥିବା ବେଳେ ପାଣିର ଝର ଓ ଧିରେ ଧିରେ ପାଣି ସ୍ତର ତଳକୁ ପଳାଇ ଯାଉଥିବା ବେଳେ ଜଣେ ମହିଳା ବହୁତ କଷ୍ଟ କରି ହେଣ୍ଡେଲମାରିବାପରେ ପାଇବା ପାଣି ମୁନ୍ଦେ ନେବାପରେ ପୁଣି ଆଉ ଏକ ଘଣ୍ଟା ବ୍ୟବଧାନରେ ପାଣି ବାହାରିଲେ ଆଉ ଜଣଙ୍କର ପୁଣି ପାଳି ପଡ଼ିଥାଏ ଏହିପରି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ବହୁ କଷ୍ଟ ରେ ପିଇବା ପାଣି ଆଣି ବ୍ୟବହାର କରିଥାଆନ୍ତି ସମୁଖୀନ ହେବା ସହ ରୋଗୀଯାନ ଜରୁରୀ କାଳୀନ ସମୟରେ ଆମ୍ବୁଲାନ୍ସ ଗ୍ରାମକୁ ଆସିପାରିନ ଥାଏ ରୁତୁରେ ନାନାଦି ଅସୁବିଧା ଭୋଗୁଛନ୍ତି ଅନେକ ଗ୍ରାମ ଓ ଏହି ରାସ୍ତା ଦେଇ ନିର୍ଭର କରିଥାନ୍ତି ନୁଆପଡା ଚିନାବାଳି ସଡ଼ଙ୍ଗବାଳି ପଲାଳଘାଟି ବାମିଣିବେଡା ପିଛିଳା ବେଢ଼ା ଗୁଧୁରାମ୍ ପଡ଼ା ବଣମହୁଡିହା
ଲଦନବେଡା ଦଲକିସାହି ଏହି ପରି ଅନେକ ଗ୍ରାମର ଲୋକମାନେ ପାଟଣା କୁ ଯିବା ପାଇଁ ଏହି ମରଣଯନ୍ତା ରେ ଯିବା ଆସିବା କରିଥାନ୍ତି ଏଠାରେ ଆବାସ ଗୃହ ପାଇଁ ସଆତସପନ ଓ ଏଠାରେ ଅଙ୍ଗନବାଡ଼ି କେନ୍ଦ୍ର ନଥିବା ବେଳେ ବାହାରି 2 କିଲୋମିଟର ରାସ୍ତା ଦେଇ କୋମଳ ଶିଶୁ ମାନେ ବାଧ୍ୟ ହୋଇ ବଡଗୁଡା ଖବୁରୀ ସାହିକୁ ଯାଇ ପାଠ ପଡିଥାନ୍ତି ଏଣୁ ଅନେକ ଛାତ୍ର
ଛାତ୍ରୀମାନେ ଅଧିକ ଦ୍ବରତା ହୋଇ ଥିବାରୁ ଅଙ୍ଗନବାଡ଼ି କେନ୍ଦ୍ରକୁ ଯିବା ପାଈଁ ନାରାଦ ହେଉ ଥିବା ଜଣାପଡିଛି ଏଣୁ କୁମୁଳାବାହାଳି ବୁରୁସାହି ପର୍ଯ୍ୟନ୍ତ ମାଟି ଖାଲ ଢିପ ରାସ୍ତା ବର୍ଷା ଦିନ ଆସିଲେ ସ୍କୁଲ କୁ ଯିବା ଆସିବା ବହୁତ ହୋଇଣା ହେଉଛନ୍ତି ଏଠାରେ ଏକ ନୂତନ ଅଙ୍ଗନୱାଡ଼ି କେନ୍ଦ୍ର ସହ ଗ୍ରାମରେ ବ୍ଲକ ଘର ପାଇଁ ଗ୍ରାମର ଯୁବକ ମାନଙ୍କର ପ୍ରଶାସନ ନିକଟରେଗୁହାରୀ କରିଥିବା ଜଣାପଡିଛି ଏସବୁ କାର୍ଯ୍ୟ ଯଥାଶୀଘ୍ର ନହେଲେ ଆଗାମୀ ଦିନରେ ଆସୁଥିବା ୨୦୨୪ ନିର୍ବାଚନରେ ଗ୍ରାମବାସୀ ଭୋଟ ଦେବାକୁ ଭୋଟ କେନ୍ଦ୍ରେକୁ ଯିବୁ ନାହିଁ ବୋଲି ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ବ୍ଲକ ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍