ବିଶ୍ୱ ସଂସ୍କୃତ ଦିବସ ମହୋତ୍ସବ ରେ ବିବାଦୀୟ ଅତିଥି ଙ୍କୁ ନେଇ ଚର୍ଚ୍ଚା ରେ ମହାବିଦ୍ୟାଳୟ ଅଧକ୍ଷ୍ୟ

( ବିଶ୍ୱ ସଂସ୍କୃତ ଦିବସ ମହୋତ୍ସବ ରେ ବିବାଦୀୟ ଅତିଥି ଙ୍କୁ ନେଇ ଚର୍ଚ୍ଚା ରେ ମହାବିଦ୍ୟାଳୟ ଅଧକ୍ଷ୍ୟ )
ଜଗତସିଂହପୁର
ତା =2/9/23

ଜଗତସିଂହପୁର ଜ଼ିଲ୍ଲା ରେ ଶିକ୍ଷା କ୍ଷେତ୍ର ରେ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଅନନ୍ତ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଜଗତସିଂହପୁର ଜ଼ିଲ୍ଲା ସଂସ୍କୃତ ବିକାଶ ପରିଷଦ ପକ୍ଷରୁ ବିଶ୍ୱ ସଂସ୍କୃତ ଦିବସ ପାଳନ କରାଯାଇଛି | ମହାବିଦ୍ୟାଳୟ ଅଧକ୍ଷ୍ୟ ଙ୍କ ଅଧକ୍ଷତାରେ ପରିଚାଳନା କମିଟି ସଭାପତି, ଛାତ୍ର ଛାତ୍ରୀ,ଏହି କାର୍ଯ୍ୟକ୍ରମ ରେ ଯୋଗଦେଇଥିବା ବେଳେ କେତେକ ଅନାମଧେୟ ବିବାଦୀୟ ଅତିଥି ଙ୍କ ଯୋଗଦାନ କୁ ନେଇ ଅଭିଭାବକ ଓ ଛାତ୍ର ଛାତ୍ରୀ ଙ୍କ ମଧ୍ୟ୍ୟ ରେ ଅସନ୍ତୋଷ ଦାନ ବାନ୍ଧିଥିଲା | ମହାବିଦ୍ୟାଳୟ ଶିକ୍ଷା ର ମନ୍ଦିର ହୋଇଥିବା ବେଳେ ଛାତ୍ର ଛାତ୍ରୀମାନଙ୍କୁ ଶିକ୍ଷା ଦାନ ରୁ ବଞ୍ଚିତ କରି ଦୀର୍ଘ ସମୟ ସଂସ୍କୃତ ଦିବସ ପାଳନ ଆଳ ରେ ଅନଭିଜ୍ଞ ଅତିଥି ଙ୍କ ଆତ୍ମ ବଡ଼ିମା ଓ ଅଯୁକ୍ତି କର ମନ୍ତବ୍ୟ କୁ ନେଇ ଜନ ଅସନ୍ତୋଷ ଦେଖାଦେବାରୁ ମହାବିଦ୍ୟାଳୟ ଅଧକ୍ଷ୍ୟ ଙ୍କ କାର୍ଯ୍ୟକଳାପ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପଲୋଟିଛି |

Recent Post

Live Cricket Update

You May Like This