ନାଗରିକ ମଞ୍ଚର ବାର୍ଷିକ ଉତ୍ସବ ଅନୁଷ୍ଠିତ

ନାଗରିକ ମଞ୍ଚର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବିଷୟ ____ ଆଳି ନାଗରିକ ମଞର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ମଞର ସଭାପତି ଧନେଶ୍ୱର ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ଆଳିର ରାଜା ବ୍ରଜକେଶରୀ ଦେବ। ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ ଆଇନଜୀବୀ ଶରତଚନ୍ଦ୍ର ମହାନ୍ତି ଓ ସମ୍ମାନିତ ଅତିଥି ଭାବେ ଆଳି ଥାନାର ଥାନାଧିକାରୀ ସବ୍ୟସାଚୀ ଶତପଥୀ ପ୍ରମୁଖ ଯୋଗଦେଇ ଥିଲେ। ସମ୍ପାଦକ ଅକ୍ଷୟ ମଲ୍ଲିକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଅତିଥି ପରିଚୟ ପ୍ରଦାନ କରିଥିଲେ ଦଶରଥ ମଲ୍ଲିକ। ଧନ୍ୟବାଦ୍ ଅର୍ପଣ କରିଥିଲେ ସହଦେବ ସିଂହ। ପର୍ଶୁରାମ ରାଉତରାୟ, ଗଣେଶ୍ଵର ସାମଲ,ଉତ୍ତମ ସେନାପତି,ଅନୁପମା ତ୍ରିପାଠୀ, ବୀରେନ୍ଦ୍ର ପଣ୍ଡା,ଅକ୍ଷୟ ପଣ୍ଡା, ଲକ୍ଷ୍ମୀଧର ଦୀକ୍ଷିତ ପ୍ରମୁଖ ଯୋଗଦେଇ ଆଲୋଚନା ଚକ୍ର ରେ ଅଂଶ ଗ୍ରହଣ କରିଥିଲେ। ଶିକ୍ଷାବିତ ଓ ସମାଜସେବୀ ରଶ୍ମି ରେଖା ବରାଳ ଓ ଶିଳ୍ପୀ ସନାତନ ମଲ୍ଲିକ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

ଆଳିରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Recent Post

Live Cricket Update