ଦ୍ବିତୀୟ ପର୍ଯ୍ୟାୟରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ
ବିଷୟ _____ ଆଳି ବ୍ଳକ ଅନ୍ତର୍ଗତ ପଦନୀପାଳ ପଞାୟତ ଅଫିସ୍ ଠାରେ ଦ୍ବିତୀୟ ପର୍ଯ୍ୟାୟ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଉ ପାଦେ ଆଗରେ ପଲ୍ଲୀରେ ପ୍ରଶାସନ। ସାଧାରଣ ଲୋକଙ୍କ ପାଇଁ ବିଭିନ୍ନ ସରକାରୀ ସୁବିଧା ଯୋଗାଇ ଦେବାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ରହିଛି।ସେହି ଯୋଜନା ଗୁଡିକ ସମ୍ପୁର୍ଣ୍ଣ ରୁପେ ଫଳପ୍ରଦ କରିବାକୁ ଗ୍ରାମାଞ୍ଚଳରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ତହସିଲଦାର,ସରପଞ ବିକ୍ରମ କୁମାର ମଲ୍ଲିକ,ଜିଆର ଏସ , ପ୍ରମୁଖ ଯୋଗଦେଇ ଥିଲେ।