ଝୋଟ ସାମଗ୍ରୀ ପ୍ରସ୍ତୁତି ପ୍ରଶିକ୍ଷାର୍ଥୀ ମାନଙ୍କୁ ସାଟିଫିକେଟ ବଣ୍ଟନ

(ଝୋଟ ସାମଗ୍ରୀ ପ୍ରସ୍ତୁତି ପ୍ରଶିକ୍ଷାର୍ଥୀ ମାନଙ୍କୁ ସାଟିଫିକେଟ ବଣ୍ଟନ )
ଜଗତସିଂହପୁର
ତା 8/9/23
ଜଗତସିଂହପୁର ବ୍ଲକ ମୁଦୁପୁର ପଞ୍ଚାୟତ ସିଦ୍ଧଳ ଗ୍ରାମ ରେ ଝୋଟ ସାମଗ୍ରୀ ପ୍ରସ୍ତୁତ ତାଲିମ ଜନ ଶିକ୍ଷଣ ସଂସ୍ଥାନ ଜଗତସିଂହପୁର ଅଧୀନରେ ଦିଆଯାଇଆସୁଥିଲା | ଜନଶିକ୍ଷଣ ସଂସ୍ଥାନ କର୍ମକର୍ତା ପ୍ରଶିକ୍ଷକ ସୁଜାତା ନାୟକ ପ୍ରଶିକ୍ଷାର୍ଥୀ ମାନଙ୍କୁ ସମ୍ପୂର୍ଣ ତାଲିମ ଦେବାପରେ ପ୍ରଶିକ୍ଷାର୍ଥୀ ମାନଙ୍କୁ ଜନ ଶିକ୍ଷଣ ସଂସ୍ଥାନ ନିର୍ଦେଶକ କିଶୋର ଚନ୍ଦ୍ର ସାମଲ | ସ୍ୱୟଂ ସହାୟକ ମଞ୍ଚ ର ସଭାନେତ୍ରୀ ରିତା ଆଚାର୍ଯ୍ୟ | ଏମ ଵି କେ ଭୁବନେଶ୍ବରୀ ବେହେରା ଙ୍କ ଦ୍ଵାରା ସାଟିଫିକେଟ ବଣ୍ଟନ କରାଯାଇ ବିଭିନ୍ନ ଗ୍ରୁପ ଗଠନ ସମ୍ବଦ୍ଧରେ ଆଲୋଚନା କରାଯାଇଥିଲା |

ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update