କେନ୍ଦୁଝର ଜିଲ୍ଲା ଗସ୍ତରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲ।
କେନ୍ଦୁଝର ଜିଲ୍ଲା ଗସ୍ତରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦୁଝର ଜିଲ୍ଲାରେ ତାଙ୍କୁ ଦଳ ପକ୍ଷରୁ ଭବ୍ୟ ସ୍ଵାଗତ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡବିଲ ଗସ୍ତରେ ଆସିଥିଲେ। ବଡବିଲ ମୁଖ୍ୟ ପ୍ରବେଶ ପଥରେ ତାଙ୍କୁ ଦଳ ପକ୍ଷରୁ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରାରେ ବଡବିଲ ପୌରାଞ୍ଚଳ ୱାର୍ଡ ନମ୍ବର ଚାରି ସ୍ଥିତ ଟାଉନ୍ ହଲ୍ କୁ ପାଛୋଟି ନିଆଯାଇଥିଲା। ସେଠାରେ ଉପସ୍ଥିତ ଲୋକଙ୍କୁ ଶ୍ରୀ ସାମଲ ଉଦବୋଧନ ଦେଇଥିଲେ , ଆସନ୍ତୁ ଶୁଣିବା କଣ କହୁଛନ୍ତି ସେ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।