ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଉପସଭାପତି ପଦରୁ ବହିଷ୍କୃତ କଲା ବିଜେଡି

ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ଉପସଭାପତି ପଦରୁ ବହିଷ୍କୃତ କଲା ବିଜେଡି

ଭୁବନେଶ୍ୱର – ବିଜେଡି ଦଳରେ ଖଣ୍ଡପଡ଼ା ବିଧାୟକ ଶ୍ରୀ ସୌମ୍ୟରଂଜନ ପଟ୍ଟନାୟକ ଉପସଭାପତି ଥିବା ବେଳେ ଆଜି ତାଙ୍କୁ ପଦରୁ ବହିଷ୍କୃତ କରାଯାଇଛି। ଏ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦସ୍ତଖତ ଥାଇ ବିଧିବଦ୍ଧ ଭାବେ ପଦରୁ ବହିଷ୍କୃତ ଥିବା ଏକ ଅଫିସ୍ ଅର୍ଡର ପ୍ରକାଶ କରାଯାଇଛି। ତେବେ ସୌମ୍ୟ ବାବୁ ଏହାକୁ ଅବିଶ୍ୱାସ କରିଥିବା ବେଳେ ତାଙ୍କୁ ଦଳର ଉପସଭାପତି ରୁ ବହିଷ୍କୃତ କରାଯାଇଛି।

Recent Post

Live Cricket Update

You May Like This