ବ୍ରହ୍ମପୁରରେ ସେକ୍ସ ରାକେଟ ଠାବ ହୋଇଛି
ବ୍ରହ୍ମପୁର ସହରରେ ସେକ୍ସ ରାକେଟ ଠାବ, ୩ ଗିରଫ। ନିମଖଣ୍ଡି ଥାନା ଶକ୍ତିନଗର ପ୍ରଥମ ଲେନ୍ର ଜଣଙ୍କ ଘରେ ଚଢ଼ାଉ। ୩ ଯୁବତୀ ଉଦ୍ଧାର, ଘର ମାଲିକଙ୍କ ସମେତ ୩ ଦଲାଲ ଗିରଫ।
WhatsApp us