ଗ୍ରେଡ ପେ ସଂଶୋଧନ ଦାବିନେଇ ବଡବିଲ ମହାବିଦ୍ୟାଳୟ ଅଧ୍ୟାପକଙ୍କ ଶାନ୍ତି ପୂର୍ଣ୍ଣ ଆନ୍ଦୋଳନ
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡବିଲ ମହାବିଦ୍ୟାଳୟ ଅଧ୍ୟାପକଙ୍କ ଦ୍ବାରା ଗ୍ରେଡ଼ ପେ ସଂଶୋଧନ ଦାବିନେଇ କଳାବ୍ୟାଚ ପିନ୍ଧି ଶାନ୍ତି ପୂର୍ଣ୍ଣ ଆନ୍ଦୋଳନ ଓ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି ଆସନ୍ତୁ ଶୁଣିବା କଣ କହୁଛନ୍ତି ଆନ୍ଦୋଳନ ରତ ଅଧ୍ୟାପକ ଏବଂ ସରକାରଙ୍କ ପାଖରେ ତାଙ୍କର କଣ ରହିଛି ଦାବୀ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ