ଝାରସୁଗୁଡ଼ା ବିମାନବନ୍ଦରରେ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ମୋଦି । ଖରାପ ପାଗ ପାଇଁ ଛତିଶଗଡ଼ ବଦଳରେ ଝାରସୁଗୁଡ଼ାରେ ଓହ୍ଲାଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ଦିନିକିଆ ମଧ୍ୟପ୍ରଦେଶ ଓ ଛତିଶଗଡ଼ ଗସ୍ତରେ ମୋଦି ଜୀ ଥିବା ବେଳେ ଛତିଶଗଡ଼ରେ ପାଗ ଅନୁକୂଳ ନଥିବାରୁ ଝାରସୁଗୁଡ଼ା ଓହ୍ଲାଇବେ ବୋଲି ସୂଚନା ମିଳିଛି।
WhatsApp us