ଶ୍ରୀ ଶ୍ରୀ ଗଜାନନ ଙ୍କୁ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା

ଢେଙ୍କାନାଳ ବିଭିନ୍ନ ପୂଜା ମଣ୍ଡପ ରେ ଶ୍ରୀ ଶ୍ରୀ ଗଜାନନ ଙ୍କୁ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା କରାଯାଇଛି। ଗଣେଷ ବଜାର, ମହାବୀର ବଜାର, ଜବାହାରଚୈକି ବଜାର, କାଞ୍ଚନ ବଜାର,ବାଜିଚୈକି ବଜାର, ଆଦି ବଜାର ରେ ପୂଜା ମଣ୍ଡପ ରଙ୍ଗାରଙ୍ଗ ଆଲୋକ ମାଳା ସାଙ୍ଗକୁ ଶ୍ରୀ ଶ୍ରୀ ଗଜାନନଙ୍କ ସନ୍ଧ୍ୟା ଆଳତି ଚାଲୁଅଛି। ଝିପିଝିପି ବର୍ଷା ରେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଭିଡ଼ ମଧ୍ୟ ଲାଗି ରହିଛି।

Recent Post

Live Cricket Update

You May Like This