କନକ ଆରତି ଟ୍ରେଡର୍ଶ ପକ୍ଷରୁ ପବିତ୍ର ଗଣେଶ ପୂଜା ଅବସରରେ ଏକ ନୂତନ ଟାଇଲସ,ଗ୍ରାନାଇଟ ଓ ମାର୍ବଲ ଦୋକାନର ଶୁଭ ଉଦ୍ଘାଟନ ହୋଇଯାଇଛି

କନକ ଆରତି ଟ୍ରେଡର୍ଶ ପକ୍ଷରୁ ପବିତ୍ର ଗଣେଶ ପୂଜା ଅବସରରେ ଏକ ନୂତନ ଟାଇଲସ,ଗ୍ରାନାଇଟ ଓ ମାର୍ବଲ ଦୋକାନର ଶୁଭ ଉଦ୍ଘାଟନ ହୋଇଯାଇଛି

ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଫତେପୁର ପଞ୍ଚାୟତର ବାଳମୁକୁରୀ ହାଟ ନିକଟସ୍ଥ ଉଲିମଠ ଠାରେ ପବିତ୍ର ଗଣେଶ ପୂଜା ଅବସରରେ କନକ ଆରତି ଟ୍ରେଡର୍ଶ ପକ୍ଷରୁ
ଏକ ଅତ୍ୟାଧୁନିକ ଟାଇଲସ ଗ୍ରାନାଇଟ ଓ ମାର୍ବଲ ଦୋକାନର ଶୁଭ ଉଦ୍ଘାଟନ ହୋଇଯାଇଛି।ଏଥିରେ
ଭଲ ଭଲ କଂପାନୀର ନାମୀ,ଦାମୀ ଟାଇଲସ ଗ୍ରାନାଇଟ ଓ ମାର୍ବଲ ରିହାତି ଦରରେ ମିଳି ପାରିବ ବୋଲି କନକ ଆରତି ଟ୍ରେଡର୍ଶର ପ୍ରୋପାଇଟର ପଦ୍ମାକର ଗୁରୁ ପ୍ରକାଶ କରିଛନ୍ତି। ଏହି ଦୋକାନ ଖୋଲିବା ଦ୍ବାରା ବରି, ବିଂଝାରପୁର ଓ କେନ୍ଦ୍ରାପଡା ଆଦି ଅଞ୍ଚଳର ଲୋକମାନେ ସୁଲଭମୂଲ୍ୟରେ ଜିନିଷ ଓ ଭଲ ମାନର ଏବଂ ଉନ୍ନତ ମାନର ମିଳିପାରିବ ବୋଲି ପ୍ରୋପାଇଟର ପଦ୍ମାକର ଗୁରୁ ପ୍ରକାଶ କରିଛନ୍ତି।ଏହି ଅବସରରେ ବିଜନ ଦାସ, ନାରାୟଣ ମଲ୍ଲିକ,ସରୋଜ ନାୟକ, ଆଡଭୋକେଟ ଅମ୍ବିକା ପ୍ରସାଦ ସାମଲ, କାଶୀନାଥ ଦାଶ,ପ୍ରଦିଦ୍ମ କୁମାର ଗୁରୁ,ପ୍ରଭାକର ଗୁରୁ, ପୃର୍ବତନ ସରପଞ୍ଚ କନକଲତା ଗୁରୁ,ପ୍ରକାଶ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ବ୍ୟୁରୋ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ


ବିଜ୍ଞାପନ


ବିଜ୍ଞାପନ

Recent Post

Live Cricket Update