ବିଧାନସଭାରେ ରାଜ୍ୟ ଅର୍ଥମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ୨୦୨୩-୨୪ ବର୍ଷ ପାଇଁ ୨୮ ହଜାର ୨ଶହ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି।
ସ୍ବାସ୍ଥ୍ୟ, ଶିକ୍ଷା, ମିଶନ ଶକ୍ତି, ଜନଜାତି ଉନ୍ନୟନ, ବିପର୍ଯ୍ୟୟ ପରିଚାଳନା, ପାନୀୟଜଳ ଯୋଗାଣ, କୃଷି, ଗ୍ରାମ୍ଯ ଉନ୍ନୟନ ଆଦି କ୍ଷେତ୍ରକୁ ଅତିରିକ୍ତ ବଜେଟ୍ରେ ଗୁରୁତ୍ବ ଦିଆଯାଇଛି।