Search
Close this search box.

କଟକରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ

କଟକରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ

ସ୍ଥାନ କଟକ

ତାରିଖ 27/09/23

କଟକରୁ chandan kumar sahoo ଙ୍କ ରିପୋର୍ଟ

ଆଜି ବିଶ୍ୱ ପର୍ଯ୍ୟଟନ ଦିବସ । ଏହି ଅବସରରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଭୁବନେଶ୍ୱରରୁ ଏକ ସୁପର ବାଇକ ରାଲିର ଆୟୋଜନ କରାଯାଇଥିଲା । ଭୁବନେଶ୍ୱରରୁ ଏହି ସୁପର ବାଇକ ରାଲି ବାହାରି କଟକସ୍ଥିତ ସିଲଭର ସିଟି ବୋଟ କ୍ଲବ ପର୍ଯ୍ୟନ୍ତ ଆସିଥିଲା ।ଏହି ରାଲିରେ କଳିଙ୍ଗ ରାଇଡର୍ସର 150ରୁ ଉର୍ଦ୍ଧ ବାଇକର୍‌ ଅଂଶଗ୍ରହଣ କରିଥିଲେ।ଏହି କାର୍ଯକ୍ରମରେ ଅତିଥି ଭାବେ
ଯୋଗ ଦେଇଥିଲେ କଟକ ସାଂସଦ ଶ୍ରୀ ଭର୍ତୁହରି ମହାତବ
କଟକ ବାରବାଟୀ ବିଧାୟକ ଇଂ ମହମ୍ମଦ ମୋକିମ୍, କଟକ
ଚୌଦ୍ଵାର ବିଧାୟକ ସୌଭିକ ବିଶ୍ଵାଳ, କଟକ ମେୟର
ସୁବାଷ୍ ସିଂ, ଓଟିଡିସି ଚେୟାରମ୍ଯାନ ଲେନିନ୍ ମହାନ୍ତି
କଟକ ଜିଲାପାଳ ଭବାନୀ ଶଙ୍କର ଚଇନି,ସିଡିଏର ଅଧ୍ୟକ୍ଷ
ଅନୀଲ କୁମାର ସାମଲ, ବିଧାୟକ ସୁର ରାଉତ ଙ୍କ
ପୁତ୍ର ସିଦ୍ଧାର୍ଥ ରାଉତରାୟ ଏହି କାର୍ଯକ୍ରମରେ ଯୋଗଦେଇ
ପର୍ଯ୍ୟଟନ କ୍ଷେତ୍ରରେ ଓଡିଶାର ସଫଳତା ବିଷୟରେ ନିଜ ନିଜର ମତ ରଖିଥିଲେ, ଏହି କାର୍ଯକ୍ରମକୁ ଓଟିଡିସି ର
ବରିଷ୍ଠ ଅଧିକାରୀ ଓ କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମ କୁ
ପରିଚାଳନା କରିଥିଲେ।

Recent Post

Live Cricket Update

× How can I help you?