ବଢ଼ିଲା ୨ ହଜାର ଟଙ୍କିଆ ନୋଟ ବଦଳ ଅବଧି
ଅକ୍ଟୋବର ୭ ଯାଏ ନୋଟ ବଦଳାଇ ପାରିବେ ଲୋକେ। *ବ୍ୟାଙ୍କରେ ୨ ହଜାର* *ଟଙ୍କିଆ ନୋଟ ବଦଳ କରିହେବ। ଆଜି ସରୁଥିଲା ୨ ହଜାର ଟଙ୍କିଆ ନୋଟ ବଦଳ ଅବଧି। ।ସପ୍ତାହେ ବଦଳ ଅବଧି ବଢ଼ାଇଲା ଭାରତୀୟ ରିଜର୍ଭ ବ୍ୟାଙ୍କ। *୭ ପରେ ୨ ହଜାର ଟଙ୍କିଆ ନୋଟ ଏକ କାଗଜ ଖଣ୍ଡରେ ପରିଣତ ହେବ।