ଜାଗ୍ରତ ଭାରତ ନ୍ୟୁଜ, ବ୍ରହ୍ମପୁର,
ବ୍ରହ୍ମପୂର୍ ମହାନଗର ନିଗମ ୧୧ ନଂ ୱାର୍ଡ ର ଉନ୍ନତି ମୂଳକ କାର୍ଯ୍ୟ କରିବା ନିମନ୍ତେ ବ୍ରହ୍ମପୁର ବିଏମସି କମିଶନର ଓ ମେୟର ୱାର୍ଡରେ ରେ ପହଞ୍ଚି ତଦାରଖ କରିବା ସହ ପୁରୁଣା ବ୍ରହ୍ମପୁର ୧୧ନମ୍ବର ୱାର୍ଡ ର ଅଭିଯୋଗ ମିଟିଂ ରଖାଯାଇଥିଲା ଏହି କାର୍ଯ୍ୟରେ କର୍ପୋରେଟର ଚିତ୍ରସେନ ମହାପାତ୍ର ଏବଂ ସେହି ଅଞ୍ଚଳ ର ବହୁ ମାନ୍ୟ ଗନ୍ୟ ବ୍ୟକ୍ତି ଓ ଅଞ୍ଚଳବାସୀ ଯୋଗ ଦେଇ କାର୍ଯ୍ୟକୁ ସୁ ସମ୍ପାଦନା କରିଛନ୍ତି.