Search
Close this search box.

ଜିଲ୍ଲା ପ୍ରଶାସନ ଓ ପୈାରପାଳିକା ପକ୍ଷରୁ କନିଷ୍ଠ ସହିଦ୍ ବାଜି ରାଉତ ଙ୍କ ୮୬ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ଆଲୋକ ମାଳା

ଜିଲ୍ଲା ପ୍ରଶାସନ ଓ ପୈାରପାଳିକା ପକ୍ଷରୁ କନିଷ୍ଠ ସହିଦ୍ ବାଜି ରାଉତ ଙ୍କ ୮୬ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ଆଲୋକ ମାଳା

 

ଢେଙ୍କାନାଳ ସ୍ଥାନୀୟ ବାଜିଚୈକ ଠାରେ ୮୬ତମ ବାଜି ରାଉତ ଙ୍କ ଶ୍ରାଦ୍ଧ ଦିବସ ଉପଲକ୍ଷେ ଜିଲ୍ଲା ପ୍ରଶାସନ ଓ ପୈାରପାଳିକା ପକ୍ଷରୁ ଆଲୋକ ମାଳା ରେ ସୁସଜ୍ଜିତ କରାଯାଇଛି। ପୈାରନିର୍ବାହି ଅଧିକାରୀ ଦେବିପ୍ରସାଦ ରାଉତ ଙ୍କ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି

Recent Post

Live Cricket Update

You May Like This

× How can I help you?