Search
Close this search box.

ମା କନକ ଦୁର୍ଗାଙ୍କ ପୀଠରେ ନବ ରାତ୍ରୀ ପୂଜାର ଦିତୀୟ ଦିବସ ପାଳିତ 

ମା କନକ ଦୁର୍ଗାଙ୍କ ପୀଠରେ ନବ ରାତ୍ରୀ ପୂଜାର ଦିତୀୟ ଦିବସ ପାଳିତ

 

ଢେଙ୍କାନାଳ ଜୁବୁଲି ଟାଉନ୍ ସ୍ଥିତ ମା କନକ ଦୁର୍ଗାଙ୍କ ପୀଠରେ ନବ ରାତ୍ରୀ ପୂଜା ମା’ଙ୍କର ପ୍ରତ୍ୟେକ ଦିନ ବିଭିନ୍ନ ବେଶ । ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ନୂତନ ବସ୍ତ୍ର ମା’ଙ୍କୁ ନବ ରାତ୍ରୀ ର ଦିତୀୟ ଦିନରେ ଗାୟତ୍ରୀ ବେଶ କରାଯାଇଥିଲା। ବିଭିନ୍ନ ପ୍ରକାରର ଫୁଲ ହାର ରେ ମା’ଙ୍କୁ ସୁସଜ୍ଜିତ କରାଯାଇଥିଲା। ବିଭିନ୍ନ ଭୋଗ ଓ ପଣା ଭୋଗ ଲାଗି କରାଯାଇଥିଲା। ମଧ୍ୟାହ୍ନ ରେ ଅନ୍ନ ଧୂପ ଯଜ୍ଞ ସହ ଅଖଣ୍ଡ ଦୀପ ସ୍ଥାପନ କରାଯାଇ ଥିଲା। ମା’ଙ୍କୁ ଷୋଡ଼ଶ ଉପଚାର ରେ ପୂଜା, ଚଣ୍ଡୀ ପାଠ, ସପ୍ତଚଣ୍ଡୀ ଆହୁତି କରାଯାଇ ଥିଲା। ସନ୍ଧ୍ୟା ରେ ଆଳତି ଓ ରାତ୍ରୀରେ ବଡ଼ସିଂହାର ଭୋଗ ଲାଗି କରାଯିବ। ରାତିରେ ପହଡ ପଡ଼ିବ। ପଣ୍ଡିତମାନଙ୍କ ଦ୍ବାରା ପୂଜାର୍ଚ୍ଚନା କରାଯାଇଥିଲା।

Recent Post

Live Cricket Update

You May Like This

× How can I help you?