“ମୁଖ୍ୟମନ୍ତ୍ରୀ ଙ୍କ ଜନ୍ମଦିନ ଅବସରରେ ବିଜୁ ଜନତା ଦଳ ପକ୍ଷ ରୁ ରକ୍ତଦାନ ଶିବିର ଅନୁଷ୍ଠିତ ”
ତା,16/10: ବରଗଡ ଜିଲ୍ଲା ଅତାବିରା ବ୍ଲକ ବିଜୁ ଜନତା ଦଳ ପକ୍ଷ ରୁ ଆଜି ଅତାବିରା ଉଗ୍ରସେନ ଭବନ ଠାରେ ଓଡିଶା ର ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନ୍ମଦିନ ଅବସରରେ ଅତାବିରା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପାଖରୁ ” ଓଡିଶା ମୋ ପରିବାର” ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଙ୍କ ଅଧ୍ୟକ୍ଷତା ରେ ରକ୍ତଦାନ ଶିବିର ଅନୁଷ୍ଠିତ।