ବରଗଡ ଜିଲ୍ଲା ଶାନ୍ତି ତପୋବନ ଆଶ୍ରମ, ମାତୃଛାୟା, ବାନପ୍ରସ୍ଥ ର ନବ ଗଠିତ କୋର କମିଟି ର ସଦସ୍ୟ ମାନେ ଜିଲ୍ଲାପାଳ ଙ୍କୁ ସାକ୍ଷାତ କଲାପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଲାଟ କୁମାର ଲୁହା ଙ୍କୁ ସାକ୍ଷାତ କରି ଉପରୋକ୍ତ ଆଶ୍ରମ
କୁ ଯଥାଶୀଘ୍ର କୌଣସି ଏକ ଜାଗାକୁ ପରିବର୍ତ୍ତନ କରିବା ଓ ସ୍ଥାଇ ସମାଧାନ ପାଇଁ ଜମି ଯୋଗାଇ ଦେବାପାଇଁ ଆଲୋଚନା ପୂର୍ବକ ସ୍ମାରକ ପତ୍ର ପ୍ରଦାନ କରିଥିଲେ,
ଏହି ଆଲୋଚନାରେ ଶାନ୍ତି ତପୋବନ ଆଶ୍ରମ ର କୋର କମିଟିର ଶ୍ରୀ ବିଷ୍ଣୁ ଚରଣ ଦାଶ,ପୂର୍ବତନ ଅଧିକ୍ଷକ ଦୁର୍ନୀତି ନିବାରଣ,ଧ୍ରୁବ ଚରଣ ହୋତା,ଅବସର ପ୍ରାପ୍ତ ରାଜସ୍ବ ବିଭାଗ,ପାଣ୍ଡଵ ବେହେରା,ଅବସର ପ୍ରାପ୍ତ ଅଧ୍ୟାପକ,ପାଣ୍ଡଵ କର୍ଣ୍ଣ,ବିଶିଷ୍ଟ ରକ୍ତ ଦାତା ଓ ସାମାଜିକ କର୍ମୀ,ପ୍ରଫୁଲ୍ଲ ନାଏକ,ସରପଞ୍ଚ, ଗୋବିନ୍ଦପୁର,ଶ୍ରୀମତୀ ନଳିନୀ ବାଗ, ସାମାଜିକ କର୍ମୀ,ଶ୍ରୀମତୀ ନୁରା ବତୀ ସାହୁ,ଅବସର ପ୍ରାପ୍ତ ଶିକ୍ଷକ,ଲବଙ୍ଗ ସାହୁ ସାମାଜିକ କର୍ମୀ,ଦେବଦତ୍ତ ତ୍ରିପାଠୀ,ଆଶ୍ରମ ମୁଖ୍ୟ,ସୁରେନ୍ଦ୍ର ମେହେର ସଭାପତି, ସଂଯୁକ୍ତ ଯୁବ ସଂଗଠନ, ଦିବାକର ମାଝୀ, ସଭାପତି ଏଚିଭର୍ଷ ଫହଉଣ୍ଡେସନ,ବନବାସ ପ୍ରଧାନ ଅବସରପ୍ରାପ୍ତ ସୈନିକ,ଭକ୍ତ ଚରଣ ପଧାନ, ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ, ଗୌର ଚରଣ ଖମାରି, ଚାଷୀ ନେତା,ଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ ତେବେ ଦେଖା ଜାଉ ସରକାର ଶାନ୍ତି ତପୋବନ ଆଶ୍ରମ କୁ କ’ଣ ସୁବିଧା କରୁଛନ୍ତି ତାହା ଜେ ଦେଖିବାର କଥା ବରଗଡ ରୁ ପବିତ୍ର ମେହେର ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ…