Search
Close this search box.

“ବାଉଲସିଂହା ସ୍ଥିତ ଇଥାନଲ ଫ୍ୟାକ୍ଟ୍ରି କର୍ମଚାରୀମାନଙ୍କ ରାସ୍ତା ଅବରୋଧ “

“ବାଉଲସିଂହା ସ୍ଥିତ ଇଥାନଲ ଫ୍ୟାକ୍ଟ୍ରି କର୍ମଚାରୀମାନଙ୍କ ରାସ୍ତା ଅବରୋଧ ”

ବରଗଡ ଜିଲ୍ଲା ସ୍ଥିତ ବରଡୋଳ ର ଯୁଧିଷ୍ଠିର ମେହେର ନାମକ ଜଣେ ବ୍ୟକ୍ତି ବାରମ୍ବାର କଣ୍ଟ୍ରାକ୍ଟର୍ମାନଙ୍କ, ଠାରୁ ଦାଦା ବଟି ଅସୁଲ କରିଆସୁଛି, ଯାହା ଦ୍ୱାରା ଫ୍ୟାକ୍ଟ୍ରି ର କାର୍ଯ୍ୟ ରେ ବାଧାପ୍ରାପ୍ତ ହେଉଛି,ଯାହା ଦ୍ବାରା ଫ୍ୟାକ୍ଟ୍ରି ର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ହେଲେ ପ୍ରଶାସନ ନ ଶୁଣିଲା ଭଳି କାର୍ଯ୍ୟ କୁ ନେଇଁ ଲୋକଙ୍କ ଅଶାନ୍ତି ଭାବନା ଦେଖି ବାକୁ ମିଳିଛି ! ବରଗଡ ରୁ ପବିତ୍ର ମେହେର ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ.

Recent Post

Live Cricket Update

You May Like This

× How can I help you?