ପାତ୍ର ଇଲୋକ୍ଟ୍ରୋନିକ୍ସ ଚନ୍ଦନ ବଜାର, ଢେଙ୍କାନାଳ,ଦଶହରା ଓ ଦୀପାବଳୀ ଅଫର୍
ଢେଙ୍କାନାଳ ସହର ସ୍ଥିତ ଚନ୍ଦନ ବଜାର ଠାରେ ପାତ୍ର ଇଲୋକ୍ଟ୍ରୋନିକ୍ସ ଦଶହରା ଓ ଦୀପାବଳୀ ପାଇଁ ନେଇ ଆସିଛି ଗ୍ରାହକମାନଙ୍କ ପାଇଁ ଉପହାର ସହିତ ବିଭିନ୍ନ ଅଫର୍।ସମସ ଘରୋଇ ଉପକରଣ ଉପରେ ସର୍ବାଧିକ ୬୦% ଓ ଫନିଚର ଉପରେ ସର୍ବାଧିକ ୩୦% ଛାଡ ଏହା ସହିତ ବିଭିନ୍ନ ପ୍ରକାର କ୍ରୟ ଉପରେ ଉପହାର ଏବଂ ସହଜ ସରଳ କିସ୍ତି ରେ ଇଏମଆଇ ବ୍ୟବସ୍ଥା। ଶାଖା ପରିଚାଳକ ଶ୍ରୀ ଆଶିଷ କୁମାର ହୋତା ସୂଚନା ଦେଇଛନ୍ତି।