ସାନ ଚେର ଗାଁରେ ମାଁ ବସ୍ତ୍ରରେନ୍ ଛତର ଯାତ୍ରା ପାଳିତ
ଗୋଲାମୁଣ୍ଡା/୨୨/୧୦/୨୦୨୩/କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ସାନ ଚେର ଗାଁରେ ଆଜିମହା ସମାରୋହରେ ମାଁ ବସ୍ତ୍ରେରେନ୍ ଛତର ଯାତ୍ରା ପାଳିତ ହୋଇଥିଲା, ଏହି ଯାତ୍ରାରେ ବହୁ ଦୂର ଦୁରାନ୍ତରୁ ଶ୍ରଦାଲୁ ଭକତ ମାଆଙ୍କ ଦର୍ଶନ ଲାଭ କରିବା ପାଇଁ ଉପସ୍ଥିତ ରହି ଥିବା ବେଳେ ଦୂର ଦୁରାନ୍ତାରୁ କଳାକାର , ଘଣ୍ଟ ଦଲ, ବୀରବାଦ୍ୟ ଘୁମୁରା, ଆଦିବାସୀ ନୃତ୍ୟ ଓ ମାଦଳ ଦଳ ମାନେ ଉପସ୍ଥିତ ରହି ନିଜ ନିଜର କଳା ପ୍ରଦର୍ଶନ କରି ଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା, ମାଁ ବସ୍ତ୍ରେନ ଙ୍କ ଆଶ୍ରିବାଦରେ ଦୁଃଖ ବିପଦ ରୁ ମୁକ୍ତ ମିଳେ ବୋଲି ପରମ୍ପରାରୁ ବିଶ୍ଵାସ ରହିଛି ଯାହାକି ଆଜିର ଯାତ୍ରାରେ ହଜାର ହଜାର ସଂଖ୍ୟକ ଭାବେପୁରୁଷ ଓ ମହିଳା ଭକ୍ତ ମାଁଙ୍କର ଦର୍ଶନ ଲାଭ ପାଇ ଆନନ୍ଦ ଉଲ୍ଲାସ ଦେଖିବାକୁ ମିଳିଥିଲା, ଉକ୍ତ କାର୍ଯ୍ୟକ୍ରମକୁ କେଗାଁ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ଉପସ୍ଥିତି ଥିଲେ ଏବଂ ମାଆ ବସ୍ତ୍ରେଁନ କମିଟିପକ୍ଷରୁ ସଭାପତି ଶ୍ରୀନିବାସ ଦାସ , ସମ୍ପାଦକ ଦୁଲବାଦଲସାହୁ, ବାସୁଦେବ ବାଗ, ରାଧେ ନାଗ, ସୁରେଶ ବଛା, ହୃଦାନନ୍ଦ ଦାସ, ଲଚ୍ଛ ନିଆଲ, କ୍ରିତି ନାଗ, ବିଜୟନାଗ, ଛବିଲାଲ୍ ସାହୁ, ଦିଗାମ୍ବର ରଣା, ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଗୋଲାମୁଣ୍ଡା ବ୍ଲକ ଜନ କଲ୍ୟାଣ ସାମ୍ବାଦିକ ସଂଘର ସମ୍ପାଦକ ଈଶ୍ୱର ପଟେଲ୍, ବିଶକେଶନ ଯୋତିଶ, ଖୀରସିନ୍ଦୁ ପଟେଲ, ଲବଜି ପଟେଲ୍, ମହେନ୍ଦ୍ର ଦାସ, ସୁରେନ୍ଦ୍ର ଭୋଇ ପ୍ରମୁଖ ଉପସ୍ଥିତ ରହି ସହୋଯୋଗ୍ କରି ଥିଲେ, ଆସନ୍ତୁ ଦେଖିବା ମହାସମାରୋହରେ ପାଳିତ ହୋଇଥିଲା ମାଁ ବସ୍ତ୍ରେନପୁଜା,
ଧର୍ମଗଡ଼ ଉପଖଣ୍ଡ ପ୍ରତିନିଧି kapurchansethia ଙ୍କ ରିପୋଟ ଜାଗ୍ରତ ଭାରତ ନିୟୁଜ