ଓଡ଼ିଶା ଜନ ଶକ୍ତି ପାର୍ଟି ର ସଭାପତି ଆଡଭୋକଟ ପ୍ରଦୀପ ଦାଶ ଙ୍କ ନେତୃତ୍ୱରେ ଉତ୍କଳ ରଥ ଓଡ଼ିଶା ପରିକ୍ରମା ରେ ଭାରିଛି ତାଙ୍କର ମୂଳ ଉଦ୍ଦେଶ୍ୟ ହେଉଛି ଓଡ଼ିଶା ର ନାମକୁ ଉତ୍କଳ ରଖିବା ପାଣି ପାଇଁ ସୀଗିନେଚର କ୍ୟାମ୍ପ ନେ ପାଇଁ ଓଡ଼ିଶା ପରିକ୍ରମା ରେ ଭାରୀଛି October 29re ଓଡ଼ିଶା ପରିକ୍ରମା ସାରି ଦସ୍ତଖତ ସମ୍ବଳିତ ଦାବିପତ୍ର ରାଜ୍ୟପାଳଙ୍କ ଉଦଶ୍ୟ ରେପ୍ରଦନ କରା ଯିବାର କାର୍ଯ୍ୟ କ୍ରମ rakhajaiachh ପ୍ରଥମ ଶ୍ରୀକ୍ଷେତ୍ର ରୁ ମହାପ୍ରଭୁ ଜଗ୍ନାଥଙ୍କ ଙ୍କ ଠାରୁ ଆଜ୍ଞା ମାଳ ଅନ ଯାଇ ରଥ ର ଶୁଭାରମ୍ଭ କର ଯାଇଥିଲା ଏବଂ କେନ୍ଦ୍ରାପଡା ବଳଦେବଜୀଉ ଏବଂ 23ତାରିଖରେ ଯାଜପରଠାରେ ମା ବିରଜାଙ୍କ ପୀଠରେ ରଥ ପହଞ୍ଚିଥିଲା ଏବଂ ମାଆ ବିରଜା ଙ୍କ ଠାରୁ ଆଜ୍ଞା ମାଳ ନେଇ ବରଗଡ଼ ଅଭୀ ମୁ ଖେ ରଥ ବାହାରିଥିଲା । ଯାଜପୁର ରୁ ସ୍ନେହାଶିଶ ଚ୍ୟାଉ ପଟ୍ଟନାୟକ ରେପୋର୍ଟ

/ February 6, 2025
No Comments