ମା କନକ ଦୁର୍ଗାଙ୍କ ପୀଠରେ ବିଜୟା ଦଶମୀ ପାଳିତ
ଢେଙ୍କାନାଳ ଜୁବୁଲି ଟାଉନ୍ ସ୍ଥିତ ମା କନକ ଦୁର୍ଗାଙ୍କ ପୀଠରେ ଆଜି ବିଜୟା ଦଶମୀ ଉତ୍ସବ ପାଳିତ ହୋଇଯାଇଛି। ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ନୂତନ ବସ୍ତ୍ର ବିଭିନ୍ନ ଫୁଲହାର ରେ ମା’ଙ୍କୁ ସୁସଜ୍ଜିତ କରାଯାଇଥିଲା। ବିଜୟା ଦଶମୀ ଉପଲକ୍ଷେ ମା କନକ ଦୁର୍ଗାଙ୍କୁ ରାଜରାଜେଶ୍ଵରୀ ବେଶ କରାଯାଇଥିଲା। ବିଭିନ୍ନ ଭୋଗ ଓ ପଣା ଲାଗି କରାଯାଇଥିଲା। ମଧ୍ୟାହ୍ନ ରେ ଅନ୍ନ ଧୂପ ସନ୍ଧ୍ୟା ରେ ଆଳତି ଓ ରାତ୍ରୀରେ ରାତ୍ରଧୂପ ଓ ପହଡ଼ ପଡ଼ିବ।ଢେଙ୍କାନାଳ ଜୁବୁଲି ଟାଉନ୍ ସ୍ଥିତ ମା କନକ ଦୁର୍ଗାଙ୍କ ପୀଠରେ ଆଜି ବିଜୟା ଦଶମୀ ଉତ୍ସବ ପାଳିତ ହୋଇଯାଇଛି। ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ନୂତନ ବସ୍ତ୍ର ବିଭିନ୍ନ ଫୁଲହାର ରେ ମା’ଙ୍କୁ ସୁସଜ୍ଜିତ କରାଯାଇଥିଲା। ବିଜୟା ଦଶମୀ ଉପଲକ୍ଷେ ମା କନକ ଦୁର୍ଗାଙ୍କୁ ରାଜରାଜେଶ୍ଵରୀ ବେଶ କରାଯାଇଥିଲା। ବିଭିନ୍ନ ଭୋଗ ଓ ପଣା ଲାଗି କରାଯାଇଥିଲା। ମଧ୍ୟାହ୍ନ ରେ ଅନ୍ନ ଧୂପ ସନ୍ଧ୍ୟା ରେ ଆଳତି ଓ ରାତ୍ରୀରେ ରାତ୍ରଧୂପ ଓ ପହଡ଼ ପଡ଼ିବ।